ଆଜିଠୁ ଟ୍ରକ୍‌ ଧର୍ମଘଟ : ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ମାଲ୍‌ ‌ପରିବହନ ବନ୍ଦ

‘ମ୍ୟାଜିକ କାଳିରେ ଲେଖା ହେଉଛି ଟ୍ରାଞ୍ଜିଟ୍‌ ପାସ୍‌’ ଭୁବନେଶ୍ୱର : ଆଜିଠାରୁ ‌ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଆରମ୍ଭ ହେଉଛି ଟ୍ରକ୍‌ ଧର୍ମଘଟ। ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ବାଲି, ପଥର ଓ ମୋରମ୍‌ ଭଳି ନିର୍ମାଣ ସାମଗ୍ରୀ ପରିବହନ କରିବେନି ଟ୍ରକ୍‌, ହାଇୱା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଏକାଧିକ ସଂଘକୁ ନେଇ ଗଠିତ ଟ୍ରକ୍‌ ମାଲିକ ସଂଘ ସମନ୍ବୟ କମିଟି … Continue reading ଆଜିଠୁ ଟ୍ରକ୍‌ ଧର୍ମଘଟ : ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ମାଲ୍‌ ‌ପରିବହନ ବନ୍ଦ